କରୋନା ରୋଗୀଙ୍କୁ ଭଲ କରି ପାରିବ ଆୟୁର୍ବେଦିକ ଔଷଧ: କ୍ଲିନିକାଲ ପରୀକ୍ଷଣରୁ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ତିନୋଟି ଡାକ୍ତରଖାନାରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ଉପରେ ଏକ ଚମକପ୍ରଦ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦର୍ଶାଯାଇଛି ଯେ ପାରମ୍ପରିକ ଔଷଧ ତୁଳନାରେ ପ୍ରାକୃତିକ ଚିକିତ୍ସା ଦ୍ୱାରା ଅଧିକାଂଶ କୋଭିଡ୍ -୧୯ରୋଗୀ ସୁସ୍ଥ ହୋଇପାରୁଛନ୍ତି। କୋରିଭାଲ୍ ଲାଇଫ୍ ସାଇନ୍ସେସ୍ ଦ୍ୱାରା ଇମ୍ୟୁନୋଫ୍ରି ନାମକ ଏକ ଆୟୁର୍ବେଦିକ ପ୍ରତିକାର ଓ ବା‌ୟୋଗେଟିକା ଦ୍ବାରା ରେଜିନମ୍ୟୁ ନାମକ ଏକ ନ୍ୟୁଟ୍ରାସ୍ୟୁଟିକାଲ୍ ସମ୍ପ୍ରତି କରୋନା ଚିକିତ୍ସା ପାଇଁ ଥିବା ପାରମ୍ପରିକ ଔଷଧ ଠାରୁ … Continue reading କରୋନା ରୋଗୀଙ୍କୁ ଭଲ କରି ପାରିବ ଆୟୁର୍ବେଦିକ ଔଷଧ: କ୍ଲିନିକାଲ ପରୀକ୍ଷଣରୁ ସାମ୍ନାକୁ ଆସିଲା ତଥ୍ୟ